କରିନ୍ଥୀୟମାନଙ୍କ ଅନୁତାପ

1.

କରିନ୍ଥୀୟମାନଙ୍କ ଅନୁତାପ

2.

3. ତୁମ୍ଭମାନଙ୍କୁ ନିନ୍ଦା ଦବୋ ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି ଯେ, ଆମ୍ଭେ ତୁମ୍ଭମାନଙ୍କୁ ଏତେ ଭଲ ପାଉ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ଯ ପ୍ରସ୍ତୁତ।

4. ତୁମ୍ଭମାନଙ୍କ ବିଷୟ ରେ ମାରେ ଏହି ଦୃଢ଼ବୋଧ ଅଛି। ମୁଁ ତୁମ୍ଭ ପାଇଁ ବହୁତ ଗର୍ବିତ। ତୁମ୍ଭମାନେେ ମାେତେ ଅଧିକ ଉତ୍ସାହ ଦଇେଥାଅ। ସେଥିପାଇଁ ସମସ୍ତ ଯାତନା ଭିତ ରେ ମଧ୍ଯ ମାରେ ଆନନ୍ଦ କହିଲେ ନ ସ ରେ।

5. ଯେତବେେଳେ ଆମ୍ଭେ ମାକିଦନିଆ ଆସିଥିଲୁ, ସେତବେେଳେ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଚାରି ପଟେ ଅସୁବିଧାମାନ ଘରେି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧିଅରେ ଆମ୍ଭେ ଥିଲୁ।

6. କିନ୍ତୁ ଯେଉଁ ପରମେଶ୍ବର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ବନା ଦିଅନ୍ତି, ସେ ତିତସଙ୍କର ଆଗମନ ଦ୍ବାରା ଆମ୍ଭମାନଙ୍କୁ ମଧ୍ଯ ସାନ୍ତ୍ବନା ପ୍ରଦାନ କଲେ।

7. ସେ ଆସିବା ଦ୍ବାରା ଆମ୍ଭେ ସାନ୍ତ୍ବନା ପାଇଲୁ। କିନ୍ତୁ ତୁମ୍ଭମାନେେ ଦଇେଥିବା ସୁଖ ଦ୍ବାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତିତସ କହିଲେ ଯେ ତୁମ୍ଭମାନେେ ମାେତେ ଦେଖିବା ପାଇଁ ବ୍ଯାକୁଳ। ତୁମ୍ଭମାନେେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭମାନେେ ମାେତେ ଅତି ମାତ୍ରା ରେ ଚାହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହଲିେ।

8. ଯଦିଓ ପତ୍ର ଲେଖି ମୁଁ ତୁମ୍ଭମାନଙ୍କ ମନ ରେ ଦୁଃଖ ଦଲେି, କିନ୍ତୁ ମୁଁ ଏହା ଲେଖିଲି ବୋଲି ମୁଁ ଦୁଃଖିତ ନୁହେଁ। ମୁଁ ଜାଣେ ଯେ ସହେି ପତ୍ର ତୁମ୍ଭମାନଙ୍କୁ ଦୁଃଖ ଦଲୋ ସେଥିପାଇଁ ମୁଁ ଦୁଃଖିତ। କିନ୍ତୁ ତାହା ତୁମ୍ଭମାନଙ୍କୁ ଅଳ୍ପ ସମୟ ପାଇଁ ଦୁଃଖ ଦଲୋ।

9. ଏବେ ମୁଁ ଖୁସୀ ଅଛି। ତୁମ୍ଭମାନେେ ଦୁଃଖୀ ହାଇେଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସି। ପରମେଶ୍ବରଙ୍କ ଇଚ୍ଛା ଅନୁଯାଯୀ ତୁମ୍ଭମାନେେ ଦୁଃଖି ହେଲ। ଅତଏବ ତୁମ୍ଭମାନେେ ଆମ୍ଭ ଦ୍ବାରା କୌଣସି ପ୍ରକା ରେ ଆଘାତ ପାଇ ନାହଁ।

10. କାରଣ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ବାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହବୋ ଆବଶ୍ଯକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ଯୁ ଆଣିଥାଏ।

11. ଦେଖ, ଈଶ୍ବରଙ୍କ ଇଚ୍ଛାନୁସା ରେ ତୁମ୍ଭମାନେେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ ଯୋଗୀ କରିଛି। ତୁମ୍ଭମାନେେ ଭୁଲ ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କୋର୍ଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତ ରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ଯାୟ ପ୍ରଦାନ କରିଛି। ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ପ୍ରମାଣିତ କରି ଦଇେଛି ଯେ, ତୁମ୍ଭମାନେେ ସହେି ସମସ୍ଯାର କୌଣସି ଅଂଶ ପାଇଁ ମଧ୍ଯ ଦୋଷୀ ନ ଥିଲ।

12. ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହାଇେଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ବରଙ୍କ ଆଗ ରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭମାନେେ ଯେପରି ଦେଖିପାର, ସେଥିପାଇଁ ଲେଖିଥିଲି।

ତୀତସଙ୍କ ଆନନ୍ଦ

13. ଏହି କାରଣରୁ ଆମ୍ଭେ ଆଶ୍ବସ୍ତ ଥିଲୁ।

14. ତୁମ୍ଭମାନଙ୍କ ବିଷୟ ରେ ମୁଁ ତାହାଙ୍କୁ ଯେଉଁ ବଡ଼ବଡ଼ କଥା କହିଥିଲି, ସେଥିପାଇଁ ମୁଁ ଲଜ୍ଜା ପାଇ ନାହିଁ। ମାତ୍ର ଆମ୍ଭେ ଯେଉଁ ପ୍ରେତ୍ୟକକ କଥା ତୁମ୍ଭମାନଙ୍କୁ କହିଥିଲୁ ତାହା ସତ୍ଯ ବୋଲି ତୁମ୍ଭମାନେେ ପ୍ରମାଣିତ କଲ। ଆଉ ଆମ୍ଭେ ତୁମ୍ଭମାନଙ୍କ ବିଷୟ ରେ ତିତସଙ୍କଠା ରେ କରିଥିବା ଗର୍ବୋକ୍ତିଗୁଡ଼ିକ ମଧ୍ଯ ସତ୍ଯ।

15. ତୁମ୍ଭମାନେେ ତାହାଙ୍କର ଆଜ୍ଞା ପାଳନ ପାଇଁ କିପରି ପ୍ରସ୍ତୁତ ତଥା ତୁମ୍ଭମାନେେ ସମସ୍ତେ ସମ୍ମାନ ଓ ଭୟ ସହକା ରେ କିପରି ତାହାଙ୍କର ଆଜ୍ଞା ପାଳନ ପାଇଁ ବ୍ଯଗ୍ର ଥିଲ ଓ କିପରି ତାହାଙ୍କୁ ପା େଛାଟି ନଇେଥିଲ, ଏସବୁ କଥା ମନେ ପକାଇ ତୁମ୍ଭମାନଙ୍କ ପାଇଁ ତାହାଙ୍କର ପ୍ ରମେ ଅଧିକ ହେଲା।

16. ମୁଁ ତୁମ୍ଭମାନଙ୍କ ଉପରେ ପୂର୍ଣ୍ଣ ଭରସା ରଖି ପାରିବି, ଏଥିପାଇଁ ମୁଁ ଆନନ୍ଦିତ ଅଟେ।

Bibles

Books

Chapters